ସୁଟିଂ ସେଟରେ ନିୟନ୍ତ୍ରଣ ହରାଇ ମାଡ଼ିଗଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ସୁପରଷ୍ଟାର

ନୂଆଦିଲ୍ଲୀ: ସିନେମା ସୁଟିଂ ସମୟରେ ସେଟରେ ଦୁର୍ଘଟଣା ଘଟିବାର ଖବର ସାମ୍ନାକୁ ଆସିଛି। ଏମିତି ଏକ ଦୁର୍ଘଟଣା ତାମିଲ ସିନେମାର ଜଣାଶୁଣା ଅଭିନେତା ବିଶାଲଙ୍କ ସିନେମା ସୁଟିଂ ସମୟରେ ସେଟରେ ଘଟିଛି। ବିଶାଲଙ୍କ ସିନେମା ଏନଟନିର ସୁଟିଂ ସେଟରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ସିନେମା ସେଟର ଥିବାବେଳେ ଏଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ଏକ ଟ୍ରକ ନିୟନ୍ତ୍ରଣ ହରାଇବା ପରେ ସୁଟିଂ ସେଟ … Continue reading ସୁଟିଂ ସେଟରେ ନିୟନ୍ତ୍ରଣ ହରାଇ ମାଡ଼ିଗଲା ଟ୍ରକ : ଅଳ୍ପକେ ବର୍ତ୍ତିଲେ ସୁପରଷ୍ଟାର